loading
company logo
company logo
company logo
company logo
company logo

Know About

ନୀଳାଚଳ ନିବସାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର ସୁଭଦ୍ରାଂ ଜଗନ୍ନାଥୟ ତେ ନମଃ।।
ବକ୍ର ତୁଣ୍ଡ ମହକାୟ ସୂର୍ଯ୍ୟକୋଟି ସମ ପ୍ରଭ।
ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟେ ସୁ ସର୍ବଦା।।

ମୋର ପ୍ରଥମ ଗୁରୁ ମୋର ପିତା ଜ୍ୟୋତିର୍ବିଦ ପଣ୍ଡିତ ଗନ୍ଧର୍ବ ନାୟକ। ତାଙ୍କ ପ୍ରେରଣାରେ ମୁଁ ଏହି ବିଦ୍ୟା ପ୍ରାଥମିକ ଶକ୍ଷାରମ୍ଭ କରୁଥିଲି। ସମୟନୁକ୍ରମେ 1988ମସିହା ରେ ପ୍ରତିଷ୍ଠା ହୋଇଥିବା ଭାଗ୍ୟ ଲିପି ଜ୍ୟୋତିଷ ଶିକ୍ଷା କେନ୍ଦ୍ର (ଗୁରୁ ଡ ନିମାଇଁ ବାନାର୍ଜୀ)ରୁ 2007 ମସିହା ରେ ଜ୍ୟୋତିଷ ଶ୍ରୀ ପାଠ୍ୟ କ୍ରମରେ ଉତ୍ତୀର୍ଣ୍ଣ ପରେ ବାସ୍ତୁ ଓ ଜାତକ ଵିଚାର ରେ ଲିପ୍ତ ରହିଲି । ଏହା ଦ୍ବାରା ବିଭିନ୍ନ ଜ୍ୟୋତିଷ ସେମିନାର ମାନଙ୍କ ରେ ଯୋଗ ଦେଇ ଜ୍ୟୋତିଷ ବିଭୂଷଣ ସମ୍ମାନ,ଜ୍ୟୋତିଷ ଶିରୋମଣି ସମ୍ମାନ ପ୍ରାପ୍ତ ହୁଏ।Ph.D in Astrology by Indian vastu & Astrologyal Research centre, Bhubaneswar.
Kashi Jyotish Bhushan Samman from Kashi Jyotish Sanstha.Baranasi,Kashi, Uttarpradesh.
ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା କୁ ସମ୍ମାନ ଦେଇ ଆପଣ ଅଞ୍ଚଳ ରେ ନୂତନ ଜ୍ୟୋତିଷ କାର୍ଯ୍ୟାଳୟ ଟି ଆରମ୍ଭ ହୋଇଅଛି।
Sri Jagannath Vedic Astrology.
Mancheswar Endustrial Estate,Rashulgarh, Bhubaneswar,
Mob-8895134559
Mail - nayakbasudev70@gmail.com
Website - www.srijagannathvedicastrology.com

Contact Expert Astrologer

+ (91) 8895134559